ବାଇକ ଆରୋହୀଙ୍କୁ ଟ୍ରାଫିକ ପୁଲିସର ମାଡ଼ ଅଭିଯୋଗ

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ଜଣେ ବାଇକ ଆରୋହୀଙ୍କୁ ଟ୍ରାଫିକ ପୁଲିସର ମାଡ଼ ଅଭିଯୋଗ ହୋଇଛି। ଟ୍ରାଫିକ କନେଷ୍ଟବଳ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ବାଇକ୍ ଚାଳକ ନିମାକାନ୍ତ ସାହୁ। ନିମାକାନ୍ତଙ୍କ କହିବା କଥା ବାଇକ ଅଟକାଇ ହଠାତ୍ ମୋବାଇଲ ବ୍ୟବହାର ପାଇଁ ୫ହଜାର ଟଙ୍କା ଚାଲାଣ କାଟି ଜରିମାନା ଦେବାକୁ କହିଲେ। ହେଲେ ସେ ଏତେ ଟଙ୍କା ଦେଇପାରିବିନି କହିବା ପରେ ଟ୍ରାଫିକ ପୁଲିସ୍ ସହ … Continue reading ବାଇକ ଆରୋହୀଙ୍କୁ ଟ୍ରାଫିକ ପୁଲିସର ମାଡ଼ ଅଭିଯୋଗ